Browsing Tag

UP government

ଉତ୍ତରପ୍ରଦେଶରେ ଘନଉଛି ଧର୍ମିୟ ବିବାଦ

ଉତ୍ତରପ୍ରଦେଶ: ମଇ ୧୪: ବାରାଣସୀରେ ପୁଣି ବିବାଦ ।କାଶୀ ବିଶ୍ୱନାଥ ମନ୍ଦିର ପରିସରକୁ ଲାଗି ଥିବା ବିଶେ୍ୱଶ୍ୱର ମହାପ୍ରଭୁଙ୍କ ମନ୍ଦିର ଭାଙ୍ଗି ସେଠାରେ ମସଜିଦ ର୍ନିମାଣ ହୋଇଥିବା ଘଟଣାକୁ ବହୁବର୍ଷ ଧରି ବିରୋଧ କରାଯାଉଥିଲା ।…

ଲଖୀମପୁର ଖେରି ହିଂସାକାଣ୍ଡ: ୟୁପି ସରକାରଙ୍କୁ ଷ୍ଟାଟସ୍‌ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

ଉତ୍ତରପ୍ରଦେଶ: ଅକ୍‌ଟୋବର ୦୭: ଲଖୀମପୁର ଖେରି ହିଂସାକାଣ୍ଡ ଘଟଣାକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଶାଣି ହୋଇଛି । ଏଥିରେ ସୁପ୍ରମିକୋର୍ଟ ୟୁପି ସରକାରଙ୍କୁ ଷ୍ଟାଟସ ରିପୋର୍ଟ ମାଗିଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ୍‌…