Browsing Tag

US President Joe Biden

ତିନି ଦିନ ବାଲି ଗସ୍ତରେ ପ୍ରଧାନମନ୍ତ୍ରୀ, ୧୭ତମ ଜି-୨୦ ସମ୍ମିଳନୀରେ ଯୋଗ ଦେବେ

ନୂଆଦିଲ୍ଲୀ: ଇଣ୍ଡୋନେସିଆର ବାଲିରେ ଆୟୋଜିତ ହେବାକୁ ଥିବା ୧୭ତମ ଜି-୨୦ ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିପାଇଁ ସେ ଆସନ୍ତା ୧୪ରୁ ୧୬ ତାରିଖ ଯାଏଁ ବାଲି ଗସ୍ତରେ ଯିବେ । ଏ ସମ୍ପର୍କରେ କେନ୍ଦ୍ର…

ରାଣୀଙ୍କୁ ଶ୍ରଦ୍ଧାଞ୍ଜଳି ବେଳେ ବାଇଡେନ୍‌ ଭାବବିହ୍ୱଳ

ଲଣ୍ଡନ୍‌: ରାଣୀ ଦ୍ୱିତୀୟ ଏଲିଜାବେଥ୍‌ ତାଙ୍କୁ ତାଙ୍କ ମାଆଙ୍କ କଥା ସ୍ମରଣ କରାଇ ଦେଇଛନ୍ତି ବୋଲି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଥିବା କଥା ଏକ ଗଣମାଧ୍ୟମ ରିପୋର୍ଟ କରିଛି । ବକିଙ୍ଗ୍‌ହାମ୍‌ ପ୍ରାସାଦ…

ଭାରତ, ଇସ୍ରାଏଲ୍‌, ୟୁଏଇ ଏବଂ ୟୁକ୍ତରାଷ୍ଟ୍ର ମିଶି କରିବେ ସଙ୍ଗଠନ: ଆସନ୍ତା ମାସରେ ବୈଠକ

ୱାସିଂଟନ୍‌: ଜୁନ୍‌ ୧୫: ଭାରତ, ଇସ୍ରାଏଲ୍‌ , ୟୁଏଇ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ମିଶି ଖୁବ୍‌ ଶିଘ୍ର ଏକ ସଙ୍ଗଠନ କରିବାକୁ ଯାଉଛନ୍ତି । ସେହି ସଙ୍ଗଠନର ନାମ- ‘ଆଇ୨ୟୁ୨ ସଙ୍ଗଠନ’ । ତେବେ ଏନେଇ ଏକ ଚୁକ୍ତି ତିଆରି…

ୟୁକ୍ରେନ୍‌କୁ ‘ସୁଇସାଇଡ୍‌ ଡ୍ରୋନ୍‌’ ଦେଲା ଆମେରିକା: ଜାଣନ୍ତୁ ଏହି ଡ୍ରୋନ୍‌ ବିଷୟରେ

ଦିଲ୍ଲୀ: ଏପ୍ରିଲ୍‌ ୦୮: ରୁଷ୍‌ ସେନା ସହିତ ମୁକାବିଲା କରିବା ଲାଗି ଆମେରିକା ୟୁକ୍ରେନ୍‌କୁ ‘ସୁସାଇଡ୍‌ ଡ୍ରୋନ୍‌’ ଯୋଗାଇଛି । ଏନେଇ ଆମେରିକା ତରଫୁ ସୂଚନା ଦିଆଯାଇଛି । ତେବେ ଋଷ୍‌ର ଏକ ରିପୋର୍ଟ ଅନୁସାରେ, ଆମେରିକା ୧୦୦ଟି…

ଋଷ୍‌କୁ ଏକଘରିଆ କଲା ଆମେରିକା: ଋଷ୍‌ ବିରୋଧରେ ଘୋଷଣା ହେଲା ଏହି ନିଷ୍ପତ୍ତି

ଦିଲ୍ଲୀ: ମାର୍ଚ୍ଚ ୦୨: ୟୁକ୍ରେନ୍‌ ଉପରେ ଆକ୍ରମଣ କରିବା ଋଷ୍‌ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ଉପରେ ମହଙ୍ଗା ପଡ଼ିଛି । ୟୁରୋପୀୟ ଦେଶ ଓ ନାଟୋ ସଂଘର କଥା ନମାନି ଋଷ୍‌ ୟୁକ୍ରେନ୍‌ ସହିତ ଯୁଦ୍ଧ ଆରମ୍ଭ କରିଛି ।…

ୟୁକ୍ରେନ-ଋଷ ଯୁଦ୍ଧ ସଙ୍କଟ: ଋଷ ବିରୋଧରେ ଆର୍ଥିକ କଟକଣା ଘୋଷଣା କଲେ ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନ

ଦିଲ୍ଲୀ : ଫେବୃଆରୀ ୨୩: ୟୁକ୍ରେନ-ଋଷ ଯୁଦ୍ଧ ସଙ୍କଟ ଦିନକୁ ଦିନ ଘନେଇବାରେ ଲାଗିଲାଣି । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ପୂର୍ବ ୟୁକ୍ରେନର ୨ଟି ଅଞ୍ଚଳକୁ ସ୍ୱତନ୍ତ୍ର ରାଷ୍ଟ୍ର ଘୋଷଣା କରିବା ପରେ ସାରା ବିଶ୍ୱର…

ୟୁକ୍ରେନ୍‌ ତିକ୍ତତା ନେଇ ଆଲୋଚନା କରିବେ ବିଡେନ ଓ ପୁତିନ୍‌

ୟୁକ୍ରେନ୍‌: ଡିସେମ୍ବର ୩୦: ୟୁକ୍ରେନ ତିକ୍ତତ। ମଧ୍ୟରେ ଆଜି ବିଡେନ, ପୁଟିନ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଆମେରିକ।ର ର।ଷ୍ଟ୍ରପତି ଜୋ ବିଡେନ ଏବଂ ଋଷର ର।ଷ୍ଟ୍ରପତି ଭ୍ଲ।ଦିମିର ପୁଟିନ ଏନେଇ ଗୁରୁତ୍ୱାରୋପ କରି…