ଭିଡିଓ କନଫରେନ୍ସିଂରେ କୁଳପତିଙ୍କ ବୈଠକ; ଜୁନ୍ ୨୦ରୁ ଯୁକ୍ତତିନି ଫାଇନାଲ ସେମିଷ୍ଟର
Edited By Papu Mohanty
ଭୁବନେଶ୍ୱର(ସବୁ୍ୟ): 06/05/:ଆସନ୍ତା ଜୁନ୍ ୨୦ ତାରିଖରୁ ଯୁକ୍ତତିନି ଫାଇନାଲ ସେମିଷ୍ଟର ପରୀକ୍ଷା ଆରମ୍ଭ ହେବ । ରାଜ୍ୟର ସମସ୍ତ ବିଶ୍ୱ ବିଦ୍ୟାଳୟ ଅଧୀନରେ ଥିବା ଯୁକ୍ତ ତିନି ମହାବିଦ୍ୟାଳୟ ଓ…