ଜୀବନଚର୍ଯ୍ୟା ସ୍ୱଚ୍ଛ ଭାରତ ଅଭିଯାନରେ ହାତୀ Nov 25, 2022 ହାତୀ ହେଉଛି ଦୁନିଆର ସବୁଠାରୁ ବିଶାଳକାୟ ଓ ବଳଶାଳୀ ଜୀବ । ସେ ଚାହିଁଲେ ନିମିଷକେ ସବୁ କିଛି ଧ୍ୱଂସ କରିଦେବ । ବଡ ବଡ ଘର ଓ ଗାଡିକୁ ସେ ନିଜ ଶୁ„ରେ ଉଡାଇ ଦେଇପାରିବ । କିନ୍ତୁ ସେ ସବୁଠୁ ବଳଶାଳୀ ହେଲେ ବି ବହୁତ ଶାନ୍ତ ।…
ଦେଶ- ବିଦେଶ ହାତରେ ସାଂସଦ ସଫା କଲେ ଶୌଚାଳୟ Sep 23, 2022 ରେୱା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ବିଜେପି ଦଳ ସେବା ପଖୱାଡା ନାମକ ଏକ କାର୍ଯ୍ୟକ୍ରମ କରୁଛି । ଏହି କାର୍ଯ୍ୟକ୍ରମ ସେପ୍ଟେମ୍ବର ୧୭ରୁ ଆରମ୍ଭ ହୋଇ ଅକ୍ଟୋବର ୨ ତାରିଖ ଯାଏଁ ଚାଲିବ । ତେବେ ଏହି…
ବିଶ୍ବ ଆଲ୍ଲାଙ୍କ ନାମ ନେଇ ପୁଅକୁ ସମୁଦ୍ର ଜଳରାଶିରେ ଫିଙ୍ଗିଲେ ବାପା Sep 20, 2022 ଦିଲ୍ଲୀ: ନିକଟରେ ସୋସିଆଲ ମିଡିଆରେ ତୁର୍କୀରୁ ଇଟାଲୀକୁ ବେଆଇନ୍ ଭାବେ ଯାଉଥିବା କିଛି ପ୍ରବାସୀ ଲୋକଙ୍କର ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଯେଉଁ ଭିଡିଓରେ ଜଣେ ବାପା ନିଜ ପୁଅକୁ ଆଲ୍ଲାଙ୍କ ନାମ ନେଇ ନୀଳ ଗଭୀର ସମୁଦ୍ର…
ଜୀବନଚର୍ଯ୍ୟା ୬ମାସ ଶିଶୁ କରୁଛି ପୁସ୍ ଅପ୍ Sep 6, 2022 ସୋସିଆଲ୍ ମିଡିଆରେ ବହୁ ସମୟରେ ଏପରି ଭିଡିଓ ଭାଇରାଲ୍ ହୋଇଥାଏ ଯାହା ବାରମ୍ବାର ଦେଖିବାକୁ ମନ କହିଥାଏ । ଏବେ ସୋସିଆଲ୍ ମିଡିଆରେ ଏକ କ୍ୟୁଟ୍ ବେବୀ ଭିଡିଓ ଜୋରଦାର ଭାଇରାଲ୍ ହେବାରେ ଲାଗିଛି । ଏହି ଶିଶୁ ଓ ତାର…
ଓଡ଼ିଶା ରାସ୍ତାରେ ଲଢ଼ିଲେ ସିନେ ଷ୍ଟାର, ଦେଖନ୍ତୁ ସମୂର୍ଣ୍ଣ ଭିଡିଓ Jul 23, 2022 ଭୁବନେଶ୍ୱର: ରାସ୍ତାରେ ଲଢ଼ିଲେ ଓଲିଉଡ୍ ଷ୍ଟାର୍ । ଅଭିନେତା ବାବୁସାନ୍ ଓ ତାଙ୍କ ପତ୍ନୀ ତୃପ୍ତି ଶତପଥୀ ଏବଂ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଫାଇଟିଂ ଭିଡିଓ ଏବେ ସମସ୍ତଙ୍କ ମୋବାଇଲରେ ଘୂରିବୁଲୁଛି । ଘରୋଇ କଳହରୁ ଏହିପରି…
Feature ଇଣ୍ଟରନେଟ୍ର ଶକ୍ତି Apr 14, 2022 ଆଜିର ଡିଜିଟାଲ ଯୁଗରେ ଇଣ୍ଟରନେଟର ଶକ୍ତି ସମସ୍ତକୁ ଆଚମ୍ବିତ କରାଉଛି । ଏହି କାରଣରୁ ଜଣେ ସାଧାରଣ ବ୍ୟକ୍ତି ରାତାରାତି ଷ୍ଟାର୍ ହୋଇଯାଉଛି ତ କେଉଁଠି ଅଭାବୀ ଲୋକଟି ଲକ୍ଷ ଲକ୍ଷ ଟଙ୍କାର ସାହାଯ୍ୟ ପାଉଛି । ଦିଲ୍ଲୀର ମାଲବୀୟ…
ଜୀବନଚର୍ଯ୍ୟା ସୋସିଆଲ ମିଡିଆରେ ଭାଇରାଲ ‘ଅଦୃଶ୍ୟ କବଚ’ Apr 13, 2022 ଆଜିକାଲି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ବ୍ୟକ୍ତି ଏକ ବିଶେଷ ପ୍ରକାର କବଚ ତଥା ଶିଲïକୁ ବ୍ୟବହାର କରୁଛନ୍ତି । ଏହି କବଚ ସାହାଯ୍ୟରେ ସେହି ବ୍ୟକ୍ତିଙ୍କର ପୁରା ଶରୀର ଗାଏବ ହୋଇଯାଉଛି ।…
ଜୀବନଚର୍ଯ୍ୟା ଆନନ୍ଦ ମହିନ୍ଦ୍ରା ସେୟାର୍ କଲେ ଜଣେ ବାଳକର ମାଛଧରା ଭିଡିଓ: ଦେଲେ ସଫଳତାର ବାର୍ତ୍ତା Apr 2, 2022 ଦିଲ୍ଲୀ: ଏପ୍ରିଲ ୦୨: ନିକଟରେ ‘ମହିନ୍ଦ୍ରା ଗ୍ରୁପ୍’ର ଅଧ୍ୟକ୍ଷ ଓ ନିର୍ଦ୍ଦେଶକ ଆନନ୍ଦ ମହିନ୍ଦ୍ରା ଜଣେ ବାଳକର ମାଛଧରା ଭିଡିଓ ଟୁଇଟର୍ରେ ସେୟାର୍ କରିଛନ୍ତି । ଯେଉଁଥିରେ ଜଣେ ବାକଳ ଏକ ରୋଲର୍ ଭଳି ଯନ୍ତ୍ର ଆଣି ପୋଖରୀ…
ଜୀବନଚର୍ଯ୍ୟା ନିଆରା ଦସ୍ତଖତ Mar 28, 2022 ଦୁନିଆରେ ସମସ୍ତଙ୍କ ଦସ୍ତଖତ ଭିନ୍ନ ଭିନ୍ନ ହୋଇଥାଏ । ସ୍ୱତନ୍ତ୍ର ଦସ୍ତଖତ ପାଇଁ ଲୋକମାନେ ବାରମ୍ବାର ଚେଷ୍ଟା ମଧ୍ୟ କରନ୍ତି, ଯେପରି ଏହାକୁ କେହି କପି କରିପାରିବେ ନାହିଁ । ସେହିପରି ପିଲାମାନେ ସ୍କୁଲ ସମୟରୁ ନିଜ ଦସ୍ତଖର…
Feature ଉତ୍ତରାଖଣ୍ଡର ପ୍ରଥମ ଷ୍ଟ୍ରିଟ୍ ଲାଇବ୍ରେରୀ Mar 22, 2022 ଉତ୍ତରାଖଣ୍ଡର ଋଷିକେଶର ଲକ୍ଷ୍ମଣ ବ୍ରିଜ ନିକଟ ଗଙ୍ଗା କୂଳେ ଭ୍ରମଣ କରୁଥିବା ବେଳେ ଆପଣଙ୍କୁ ଏକ ଖୁଣ୍ଟରେ ଟଙ୍ଗା ହୋଇଥିବା ସୁନ୍ଦର ବକ୍ସ ଦେଖିବାକୁ ମିଳିବ । ସେହି ବକ୍ସରେ ହିନ୍ଦୀ, ଇଂରାଜୀ ସାହିତ୍ୟର ପୁସ୍ତକ ସହ ସ୍କୁଲ…