ବିଶ୍ବ ଜାତିସଂଘରେ ବର୍ଷିଲେ ଜେଲେନସ୍କି Apr 6, 2022 କିବ୍: ଋଷର ଅମାନବୀୟ ମନୋଭାବକୁ ଜାତିସଂଘରେ ତୀବ୍ର ନିନ୍ଦା କଲେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି । ଆଜି ଜାତିସଂଘ ନିରାପତ୍ତା ପରିଷଦରେ ଉଦ୍ବୋଧନ ଦେଇ ସେ କହିଛନ୍ତି ରୁଷ୍ ଆମକୁ ଚାକର ଭଳି ରଖିବାକୁ ଯୋଜନା କରିଛି ଏବଂ…