Browsing Tag

Weather

ଟଳିଲା ବାତ୍ୟା ମାଣ୍ଡୋସ,ବୁଡ଼ିଲା ଚେନ୍ନାଇ

ଚେନ୍ନାଇ : ସ୍ଥଳଭାଗ ଛୁଇଁ କ୍ରମଶଃ ଦୁର୍ବଳ ହୋଇଛି ବାତ୍ୟା ମାଣ୍ଡୋସ I ଶୁକ୍ରବାର ରାତିରେ ୧୦.୩୦ ରେ ତାମିଲନାଡୁର ମାମଲାପୁରମ ଠାରେ ସ୍ଥଳଭାଗ ଛୁଇଁ ହୋଇ ଗଭୀର ଅବପାତର ରୂପ ନେଇଥିଲା ବାତ୍ୟା I ପୁଡ୍ଡୁଚେରୀ ଓ…

ତାମିଲନାଡୁରେ ବାତ୍ୟା ‘ମାଣ୍ଡୋସ’ର ପ୍ରଭାବ ଆରମ୍ଭ,୬ଟି ଜିଲ୍ଲାରେ ସ୍କୁଲ ,କଲେଜ ବନ୍ଦ

ଚେନ୍ନାଇ : ଦକ୍ଷିଣ ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ବର୍ତ୍ତମାନ ଅବପାତରେ ପରିଣତ ହୋଇ ଅଧିକ ଘନୀଭୂତ ହେଉଛି I କ୍ରମଶଃ ଏହା ବାତ୍ୟା ର ରୂପ ନେଇ ଉପକୂଳ ଆଡକୁ ଗତି କରୁଛି I ବର୍ତ୍ତମାନ ଏହି ସାମୁଦ୍ରିକ ଝଡ଼…

ଦକ୍ଷିଣ-ପୂର୍ବ ବଙ୍ଗୋପ ସାଗରରେ ସୃଷ୍ଟି ହେଲା ବାତ୍ୟା ,ଓଡ଼ିଶାରେ କମିବ ଶୀତ

ଭୁବନେଶ୍ୱର : ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା । ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ପାଶ୍ୱର୍ବତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ଆସନ୍ତାକାଲି ଡିପ୍ରେସନ୍‌ ର ରୂପ ନେବ ।…

୧୮ ରୁ ଆଉ ଏକ ଲଘୁଚାପ, ଆଜି ୧୧ ଟି ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର : ରାଜ୍ୟକୁ ଆସୁଛି ଆଉ ଏକ ଲଘୁଚାପ I ଆସନ୍ତା ୧୮ ତାରିଖରେ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇ ଏହା ୧୯ରେ ଲଘୁଚାପର ରୂପ ନେଇପାରେ । ଗତ ୧୧ ତରିଖରୁ ସୃଷ୍ଟି ହୋଇଥିବା ଅବପାତ ଦୁର୍ବଳ…

ଅବପାତ ଦୁର୍ବଳ, ଆସନ୍ତା ୧୮ ରୁ ପୁଣି ଏକ ଲଘୁଚାପ

ଭୁବନେଶ୍ୱର : ଆସନ୍ତା ୧୮ ତାରିଖରେ ଉତ୍ତର ବଙ୍ଗୋପସାଗର ଉପରେ ଏକ ଘୂର୍ଣ୍ଣିବଳୟ ହେବ । ଏହାର ପ୍ରଭାବରେ ରାଜ୍ୟର ବିସ୍ତୃତ ଅଞ୍ଚଳରେ ପ୍ରବଳ ବର୍ଷା ହେବ । ଦକ୍ଷିଣ ଛତିଶଗଡ ଉପରେ କେନ୍ଦ୍ରୀଭୂତ ଅବପାତ ପଶ୍ଚିମ ଉତ୍ତର ମୁହାଁ…

ସ୍କୁଲରେ ବଜ୍ରପାତ ଘଟି , ୧୦ରୁ ଅଧିକ ଛାତ୍ରଛାତ୍ରୀ ଆହତ

ଦେବଗଡ଼ : ସ୍କୁଲରେ ଘଟିଲା ବଡ଼ ଅଘଟଣ I ରାଜ୍ୟରେ ଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଛି I ଉତ୍ତର-ପୂର୍ବ ଓ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତଟି ଆଜି ଗଭୀର ଅବପାତରେ ପରିଣତ ହୋଇଛି । ଏହା…

ଉତ୍ତରାଖଣ୍ଡରେ ପ୍ରବଳ ବର୍ଷର୍ା: ଭୂÕଳନ ହେତୁ ଜାତୀୟ ରାଜପଥ ବନ୍ଦ

ଦିଲ୍ଲୀ ଅଗଷ୍ଟ ୨୮: ଗତକାଲି ରାତି ଠାରୁ ଉତ୍ତରାଖଣ୍ଡରେ ଲଗାତାର ବର୍ଷା ଯୋଗୁଁ ବହୁ ଅଞ୍ଚଳ ଜଳମଗ୍ନ ରହିବା ସହିତ ପାହାଡ଼ରୁ ମାଟି ଧସି ହୋଇ ରାସ୍ତା ବନ୍ଦ ହୋଇଯାଇଛି । ଭୂÕଳନ ହେତୁ ମୋଟ ଉପରେ ରାଜ୍ୟର ୫ଟି ଜାତୀୟ ରାଜପଥ ସମେତ…

ଉତ୍ତର-ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ:ଦୁଇଦିନ ଧରି ବର୍ଷିବ

ଭୁବନେଶ୍ୱର : ଅଗଷ୍ଟ ୪: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଏହା ପ୍ରଭାବରେ ସମଗ୍ର ଓଡ଼ିଶାରେ ଆସନ୍ତା ଦୁଇ ଦିନ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏହାସହ ଅଳ୍ପ କେତେକ ସ୍ଥାନରେ ପ୍ରବଳ…

୧୩ ଜିଲ୍ଲାକୁ ବଜ୍ରପାତ ବିପଦ ଜାରି ହେଲା ୟେଲୋ ୱାର୍ଣ୍ଣିଂ

By Papu Mohanty ଭୁବନେଶ୍ୱର : May 12:ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୫ଟି ଜିଲ୍ଲରେ ବଜ୍ରପାତ ସହିତ କାଳବୈଶାଖୀ ଜନିତ ଘୂର୍ଣ୍ଣିଝଡ଼ ସହ ବିଜୁଳି ଓ କୁଆପଥର ବର୍ଷା ପବନର ସମ୍ଭାବନା ରହିଛି । ଆଞ୍ଚଳିକ କାର୍ଯ୍ୟାଳୟ…