Browsing Tag

Weather report of odisha

ଆସନ୍ତା ୨୪ ଘଣ୍ଟାରେ କାଳ ବୈଶାଖୀ ସମ୍ଭାବନା

ଭୁବନେଶ୍ୱର: ମଇ ୨୦: ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛ । ଏଥିଲାଗି ୧୫ଟି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱର୍ଣ୍ଣିଂ ଜାରି କରାଯାଇଛି…

ତାଣ୍ଡବ ରଚିଛି କାଳବୈଶାଖୀ

ଭୁବନେଶ୍ୱର: ମଇ ୦୬: ରାଜ୍ୟରେ ଆଜି ବି ଜାରି ରହିବ କାଳବୈଶାଖୀର ତାଣ୍ଡବ। ଏହାର ପ୍ରଭାବରେ ୨୨ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। କିଛି ସ୍ଥାନରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ। ଏନେଇ ପାଣିପାଗ ବିଭାଗ…

ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି

ଭୁବନେଶ୍ୱର: ମାର୍ଚ୍ଚ ୧୬: ଘୂର୍ଣ୍ଣିବଳୟ ପ୍ରଭାବରେ ବିଷୁବରେଖା ପାର୍ଶ୍ୱବର୍ତ୍ତୀ ଭାରତ ମହାସାଗର ଓ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ି ନପାରେ ବୋଲି…

ରାଜ୍ୟରେ କମିବ ଶୀତ

ଭୁବନେଶ୍ୱର: ଆସନ୍ତ। ୪୮ ଘଣ୍ଟା ପର୍ଯ୍ୟନ୍ତ ର।ଜ୍ୟର ପ।ଗ ମୁଖ୍ୟତଃ ଶୁଖିଲ। ରହିବ। ଦିନର ତ।ପମ।ତ୍ର।ରେ ବୃଦ୍ଧି ଘଟିବ। ସହ ଶୀତର ପ୍ରକୋପ କମିବ। ତେବେ ଆସନ୍ତ। ୨୪ ଘଣ୍ଟ। ମଧ୍ୟରେ, ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶ।, ଅନୁଗୁଳ,…