ବିଶ୍ୱ ଶାନ୍ତି ପାଇଁ ଆୟପାସ୍ୱାମୀ ପୂଜା: ରାଜ୍ୟ ବାହାରର ଶତାଧିକ ଭକ୍ତ ନିଆଁରେ ଚାଲିଲେ
ମାଲକାନଗିରି: ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ବିଶ୍ୱ ଶାନ୍ତି ପାଇଁ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଦୁଇ ରାଜ୍ୟର ଶତାଧିକ ଭକ୍ତ ମିଶି ଆୟପାସ୍ୱାମୀ ପୂଜା କରି ଜଳନ୍ତା ନିଆଁରେ ଚାଲିଛନ୍ତି । ମାଲ୍ୟବନ୍ତ ପର୍ବତ…