ଭାରତୀୟ ବଂଶୋଦ୍ଭବ ହେବେ ଆମେରିକା ରାଷ୍ଟ୍ରପତି ବାଇଡେନ୍ଙ୍କ ବିଜ୍ଞାନ ପରାମର୍ଶଦାତା
ଦିଲ୍ଲୀ: ଜୁନ୍ ୧୫: ୩୪ ବର୍ଷିୟା ଭାରତୀୟ ବଂଶୋଦ୍ଭବ ତଥା ଭୌତିକ ବିଜ୍ଞାନୀ ଆରତୀ ପ୍ରଭାକରଙ୍କୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବେ ନିଜର ବିଜ୍ଞାନ ପରାମର୍ଶଦାତା ଭାବେ ନିଯୁକ୍ତ କରିବାକୁ ଯାଉଛନ୍ତି । ରାଷ୍ଟ୍ରପତି…