ଓଡ଼ିଶା ନନ୍ଦନକାନନରେ ଆଉ ଗୋଟିଏ ଧଳା ବାଘଛୁଆ ମୃତ Mar 21, 2022 ବାରଙ୍ଗ: ମାର୍ଚ୍ଚ୨୧: ନନ୍ଦନକାନନରେ ବାଘୁଣୀ ରୁପାର ଧଳା ଶାବକର ମୃତ୍ୟୁ ହୋଇଛି । ଶାବକଟି ୧୦ ଦିନର ହୋଇଥିଲା । ରବିବାର ଶାବକଟି ହଠାତ ଅସୁସ୍ଥ ହୋଇପଡିଥିଲା । ତାର ପେଟ ଫମ୍ପେଇବା ସହିତ ଠିକରେ ଖାଦ୍ୟ ହଜମ ହୋଇନଥିଲା ।…