Browsing Tag

WHO

ଭାରତରେ ସର୍ବାଧିକ କରୋନା ମୃତ୍ୟୁ ସଂଖ୍ୟା: କହିଲା ଡବ୍ଲଏଚଓ

ନୂଆଦିଲ୍ଲୀ: ମଇ ୦୬: କରୋନା ମୃତ୍ୟୁ ହାରକୁ ନେଇ ଡବ୍ଲìଏଚଓର ବୟାନ । ଏହି ବୟାନକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଦାବି ଉପରେ ପ୍ରଶ୍ନ ଉଠାଇଛି ଭାରତ । କୋଭିଡ୍‌ ମତକଙ୍କ ସଂଖ୍ୟା ଆକଳନରେ ଭାରତ ଆଗୁଆ ଥିବା ନେଇ କହିଛି…

ଡବ୍ଲଏଚଓ ମୂଖ୍ୟଙ୍କୁ ନୂଆ ନାଁ ଦେଲେ ମୋଦି

ନୂଆଦିଲ୍ଲୀ: ଅପ୍ରେଲ ୨୧: ମୋଦିଙ୍କ ନୂଆ କାରନାମା । ସବୁବେଳେ ଭାରତ ପ୍ରଧାନମନ୍ତ୍ରୀ ଏପରି କିଛି କରିଥାନ୍ତି ଯାହା ପାଇଁ ସେ ଚର୍ଚ୍ଚାରେ ରୁହନ୍ତି । ତେବେ ନିକଟରେ ସେ ପୁଣି ଏପରି କିଛି କରିଛନ୍ତି ଯାହାକୁ ନେଇ ସେ ଏବେ ପୁଣି…

କମ୍‌ ପ୍ରଭାବଶାଳୀ ଓମିକ୍ରନ୍‌ ଭାରିଆଣ୍ଟ

ନୂଆଦିଲ୍ଲୀ: ଡିସେମ୍ବର ୦୮: ୱ।ର୍ଲ୍ଡ ହେଲଥ୍ ଅର୍ଗ।ନ।ଇଜେସନ୍ ର ଜରୁରୀକ।ଳୀନ ନିର୍ଦ୍ଦେଶକ ମ।ଇକେଲ୍ ରିଆନ୍ ଏକ ସ।କ୍ଷ।ତକ।ରରେ କହିଛନ୍ତି ଯେ ବର୍ତ୍ତମ।ନ ଓମିକ୍ରନ୍ ଯଦିଓ ଅତ୍ୟଧିକ ସଂକ୍ର।ମକ, ଡେଲଟ। ବା କୋଭିଡର ଅନ୍ୟ…

କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ୍‌

ନୂଆଦିଲ୍ଲୀ: ଡିସେମ୍ବର ୦୨: କରୋନାର ବିଭିନ୍ନ ଭ୍ୟାରିଆଣc ପରେ ବର୍ତ୍ତମାନ ବିଶ୍ୱବାସୀଙ୍କୁ ଆଉ ଏକ ବିପଦ ମାଡି ଆସିଲାଣି। କରୋନା ଭୂତାଣୁର ଏହି ନୂଆ ଭ୍ୟାରିଆଣ୍ଟର ନାମ ହେଉଛି ଓମିକ୍ରନ୍‌। ତେବେ ବର୍ତ୍ତମାନ ବିଶ୍ୱର ୨୫…

ରୁଷର କରୋନା ଟୀକା: ପ୍ରମାଣ ମାଗିଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ

ନୂଆଦିଲ୍ଲୀ:ଅଗଷ୍ଟ ୧୨: କରୋନାର ମୁକାବିଲା ପାଇଁ ରୁଷ ବାହାର କରିଥିବା ଟୀକା ନେଇ ଖବର ପ୍ରକାଶିତ ହେବାପରେ ସାରା ବିଶ୍ୱରେ ଆଶ୍ୱସ୍ତି ପ୍ରକାଶ ପାଇଥିଲା । ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ) ଏହା ଉପରେ ପ୍ରଶ୍ନ ଉଠାଇଛି ।…

ମାସ୍କ ପିନ୍ଧିବାକୁ WHOର ନୂଆ ଗାଇଡଲାଇନ; ଅଧିକ ସଂକ୍ରମିତ ସ୍ଥାନରେ ଗ୍ରେଡ୍‌ ମାସ୍କ ଜରୁରୀ; ଗୋଷ୍ଠୀ ସଂକ୍ରମଣ ହେଲେ…

ଭୁବନେଶ୍ୱର:ଜୁନ ୬: କରୋନା ସଂକ୍ରମଣ ରୋକିବା ଲାଗି ମାସ୍କ ପିନ୍ଧିବା ନେଇ ବିଶ୍ୱ ସ୍ୱାସ୍ଥ୍ୟେ ସଂଗଠନ (WHO) ନୂଆ ଗାଇଡ୍‌ଲାଇନ ଜାରି କରିଛି । ସର୍ବାଧିକ ସଂକ୍ରମିତ ଜାଗାରେ ରୋଗୀଙ୍କ ସହ ହସ୍ପିଟାଲର ସବୁ କର୍ମଚାରୀ ଗ୍ରେଡ୍‌…