Browsing Tag

World Health Organisation

ଭାରତରେ ସର୍ବାଧିକ କରୋନା ମୃତ୍ୟୁ ସଂଖ୍ୟା: କହିଲା ଡବ୍ଲଏଚଓ

ନୂଆଦିଲ୍ଲୀ: ମଇ ୦୬: କରୋନା ମୃତ୍ୟୁ ହାରକୁ ନେଇ ଡବ୍ଲìଏଚଓର ବୟାନ । ଏହି ବୟାନକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଦାବି ଉପରେ ପ୍ରଶ୍ନ ଉଠାଇଛି ଭାରତ । କୋଭିଡ୍‌ ମତକଙ୍କ ସଂଖ୍ୟା ଆକଳନରେ ଭାରତ ଆଗୁଆ ଥିବା ନେଇ କହିଛି…

ଗୁଜରାଟରୁ କରୋନାର ନୂଆ ପ୍ରଜାତି ‘ଏକ୍‌ସଇ ଭାଇରସ୍‌’ ଚିହ୍ନଟ

ଦିଲ୍ଲୀ: ଏପ୍ରିଲ ୦୯: ଗୁଜରାଟରୁ ଏକ ନୂଆ କରୋନା ଭୂତାଣୁ ଚିହ୍ନଟ ହୋଇଛି । ବିଶ୍ୱରେ ଏହି ଭୂତାଣୁ ସଂକ୍ରମଣ ଅତି ସ୍ୱଳ୍ପ ଥିବା କଥା ଜଣାପଡ଼ିଛି । ନୂଆ ଭୂତାଣୁର ନାମ ‘ଏକ୍‌ସଇ’ । ଭାରତର ଏହି ପ୍ରଥମ କୋଭିଡ ମାମଲା ଗୁଜରାଟର…

କମ୍‌ ପ୍ରଭାବଶାଳୀ ଓମିକ୍ରନ୍‌ ଭାରିଆଣ୍ଟ

ନୂଆଦିଲ୍ଲୀ: ଡିସେମ୍ବର ୦୮: ୱ।ର୍ଲ୍ଡ ହେଲଥ୍ ଅର୍ଗ।ନ।ଇଜେସନ୍ ର ଜରୁରୀକ।ଳୀନ ନିର୍ଦ୍ଦେଶକ ମ।ଇକେଲ୍ ରିଆନ୍ ଏକ ସ।କ୍ଷ।ତକ।ରରେ କହିଛନ୍ତି ଯେ ବର୍ତ୍ତମ।ନ ଓମିକ୍ରନ୍ ଯଦିଓ ଅତ୍ୟଧିକ ସଂକ୍ର।ମକ, ଡେଲଟ। ବା କୋଭିଡର ଅନ୍ୟ…

ରୁଷର କରୋନା ଟୀକା: ପ୍ରମାଣ ମାଗିଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ

ନୂଆଦିଲ୍ଲୀ:ଅଗଷ୍ଟ ୧୨: କରୋନାର ମୁକାବିଲା ପାଇଁ ରୁଷ ବାହାର କରିଥିବା ଟୀକା ନେଇ ଖବର ପ୍ରକାଶିତ ହେବାପରେ ସାରା ବିଶ୍ୱରେ ଆଶ୍ୱସ୍ତି ପ୍ରକାଶ ପାଇଥିଲା । ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ) ଏହା ଉପରେ ପ୍ରଶ୍ନ ଉଠାଇଛି ।…

ମାସ୍କ ପିନ୍ଧିବାକୁ WHOର ନୂଆ ଗାଇଡଲାଇନ; ଅଧିକ ସଂକ୍ରମିତ ସ୍ଥାନରେ ଗ୍ରେଡ୍‌ ମାସ୍କ ଜରୁରୀ; ଗୋଷ୍ଠୀ ସଂକ୍ରମଣ ହେଲେ…

ଭୁବନେଶ୍ୱର:ଜୁନ ୬: କରୋନା ସଂକ୍ରମଣ ରୋକିବା ଲାଗି ମାସ୍କ ପିନ୍ଧିବା ନେଇ ବିଶ୍ୱ ସ୍ୱାସ୍ଥ୍ୟେ ସଂଗଠନ (WHO) ନୂଆ ଗାଇଡ୍‌ଲାଇନ ଜାରି କରିଛି । ସର୍ବାଧିକ ସଂକ୍ରମିତ ଜାଗାରେ ରୋଗୀଙ୍କ ସହ ହସ୍ପିଟାଲର ସବୁ କର୍ମଚାରୀ ଗ୍ରେଡ୍‌…

ଡ଼. ହର୍ଷବର୍ଦ୍ଧନ ‘ହୁ’ର କାର୍ଯ୍ୟକାରୀ ବୋର୍ଡ଼ ଅଧ୍ୟକ୍ଷ

Edited by Papu Mohanty ଭୁବନେଶ୍ୱର : May 20: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ଼. ହଷବର୍ଦ୍ଧନ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ହୁ)ର ପରବର୍ତ୍ତୀ କାର୍ଯ୍ୟକାରୀ ବୋର୍ଡ ଅଧ୍ୟକ୍ଷ ହେବେ ।ଆସନ୍ତା ୨୨ ତାରିଖରେ ବିଶ୍ୱ…