ବିଶ୍ବ ସାଉଦି ଆରବରେ ହେବ ବିଶ୍ୱର ସବୁଠୁ ବଡ଼ ଅଟ୍ଟାଳିକା Jun 2, 2022 ନୂଆଦିଲ୍ଲୀ: ଜୁନ ୨: ସାଉଦି ଆରବ ବିଶ୍ୱର ସବର୍ବୃହତ କୋଠା ର୍ନିମାଣ କରିବାକୁ ଯୋଜନା ପ୍ରସ୍ତୁତ କରିଛି । ନିଓମ୍ ନାମକ ଏହି ପ୍ରକଳ୍ପରେ ୫୦,୦୦୦ କୋଟି ଡଲାର ନିବେଶ କରାଯିବ । ସାଉଦି କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍…