Browsing Tag

zydus cadila

ଦେଶର ଦ୍ୱିତୀୟ ସ୍ୱଦେଶୀ କରୋନା ଟିକାକୁ ମିଳିଲା ମଞ୍ଜୁରୀ

ଭୁବନେଶ୍ୱର: ଅଗଷ୍ଟ ୨୧: କରୋନା ଟିକା ‘ଜାଇକୋଭ-ଡି’ ଜରୁରୀକାଳୀନ ବ୍ୟବହାର ଅନୁମତି ଦେଇଛନ୍ତି ଭାରତୀୟ ଔଷଧ ମହାନିର୍ଦ୍ଦେଶ (ଡିସିଜିଆଇ) । ବିଶେଷଜ୍ଞ କମିଟିଙ୍କର ସୁପାରିଶ ପରେ ଡିସିଜିଆଇ ଏହି ଟିକାକୁ ଅନୁମୋଦିତ କରିଥିଲେ ।…