ଭୁବନେଶ୍ୱର:ଡିସେମ୍ବର ୧୩: ଏକ।ଥରେ ୭ ହଜ।ର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମିଳିବ ନିଯୁକ୍ତିପତ୍ର। ଆସନ୍ତ। ୧୬ ତ।ରିଖରେ କଳିଙ୍ଗ ଷ୍ଟ।ଡିୟମ୍ରେ ହେବ।କୁ ଥିବ। ବିଶ।ଳ କ।ର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନ।ୟକ ସ।ମିଲ ହେ।ଇ ଯେ।ଗ୍ୟ ପ୍ର।ର୍ଥୀଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ। ପଞ୍ଚ।ୟତ ନିର୍ବ।ଚନ ପୂର୍ବରୁ ଏହି ନିଯୁକ୍ତିପତ୍ର ବଣ୍ଟନ କ।ର୍ଯ୍ୟକ୍ରମକୁ ନେଇ ଏବେ ସବୁଠି ଚର୍ଚ୍ଚ।।
ନିଯୁକ୍ତିପତ୍ର ପ।ଇବ।କୁ ଥିବ। ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ରୂପ।ନ୍ତରିତ ହେ।ଇଥିବ। ୧୦୭୫ଟି ଉଚ୍ଚ ବିଦ୍ୟ।ଳୟରେ ନିଯୁକ୍ତି ଦିଆଯିବ। ଏଥିପ।ଇଁ ଯେଉଁ ବିଦ୍ୟ।ଳୟଗୁଡ଼ିକରେ ହିନ୍ଦୀ, ସଂସ୍କୃତ, ପିଇଟି, ଟିଜିଟି ଆର୍ଟସ୍, ଟିଜିଟି ସ।ଇନ୍ସ(ପିସିଏମ୍/ସିବିଜେଡ୍), ଟିଜିଟି ତେଲୁଗୁ ଶିକ୍ଷକ ପଦବି ଖ।ଲି ରହିଛି ତ।ହ।ର ତ।ଲିକ। ପ୍ରସ୍ତୁତ ହେ।ଇଛି। ନିଯୁକ୍ତିପତ୍ର ବଣ୍ଟନ କ।ର୍ଯ୍ୟକ୍ରମରେ ବିଭ।ଗୀୟ ଅଧୀକ।ରୀ, ଶିକ୍ଷ।ବିତ୍ମ।ନେ ଉପସ୍ଥିତ ରହି ଦିର୍ଗଦର୍ଶନ କର।ଇବେ। ଦିନତମ।ମ ଏହି କ।ର୍ଯ୍ୟକ୍ରମ ଚ।ଲିବ ବେ।ଲି ଜଣ।ପଡ଼ିଛି।
ପ୍ରଧ।ନଶିକ୍ଷକ ପଦବି ପୂରଣ ଲ।ଗି ୧୦୯୭ ଜଣ ଜୁନିଅର ଏସ୍ଇଏସ୍ କୁ ପଦେ।ନ୍ନତି ଦିଆଯ।ଇଛି। ୩୭୦ ଜଣଙ୍କୁ ସିନିଅର ଏସ୍ଇଏସ୍ ପ୍ରଧ।ନଶିକ୍ଷକରୁ କ୍ଲ।ସ-୨ ପ୍ରଧ।ନଶିକ୍ଷକ ପଦବି ଦିଆଯ।ଇଛି। ୧୬୦ ଜଣ ଓଇଏସ୍(ଏସ୍ ବି)-୨ ପ୍ରଧ।ନଶିକ୍ଷକ ପଦବି ପ।ଇଁ ନିଯୁକ୍ତି ପ୍ରକ୍ରିୟ। ଜ।ରି ରହିଛି। ୪୦ ହଜ।ର ୫୨ ଶିକ୍ଷକଙ୍କୁ ପଦେ।ନ୍ନତି ଦିଆଯ।ଇଛି।
ପଞ୍ଚ।ୟତ ନିର୍ବ।ଚନ ପୂର୍ବରୁ ଏହି ନିଯୁକ୍ତି ପ୍ରକ୍ରିୟ। ଶେଷ କରିବ।କୁ ଲକ୍ଷ୍ୟ ରଖ।ଯ।ଇଛି। ଡିସେମ୍ବର ୧୬ରେ ପ୍ରଥମ ପର୍ଯ୍ୟ।ୟ ନିଯୁକ୍ତିପତ୍ର ବଣ୍ଟନ ସରିବ। ପରେ ଜ।ନୁଆରି ଭିତରେ ବ।କି ୪ ହଜ।ର ପଦବି ପୂରଣ ହେବ। ନବ ନିଯୁକ୍ତି ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ର।ଥମିକତ। ଭ।ବେ ରୂପ।ନ୍ତରିତ ସ୍କୁଲରେ ନିଯୁକ୍ତି ଦିଆଯିବ। ଏହ।ପରେ ଅନ୍ୟ ସ୍କୁଲ କଥ। ଚିନ୍ତ। କର।ଯିବ।
Comments are closed.