ନାଭିରେ ରହିଛି ପ୍ରତ୍ୟେକ ରୋଗ ର ଉପଚାର

ନାଭିରେ ତେଲ ଲଗାଇବା ଦ୍ୱାରା ହାର୍ଟ ସମସ୍ୟାରୁ ମୁକ୍ତି ମିଳିଥାଏ,

ନାଭିରେ ବାଦାମ ତେଲ ଲଗାଇଲେ ଶୂକ୍ରାଣୁ ଶକ୍ତିଶାଳୀ ହୁଏ,

ଋତୁଶ୍ରାବରେ ସମସ୍ୟା ଥିଲେ ନାଭିରେ ତିଳ ତେଲ ଲଗାନ୍ତୁ,ଯନ୍ତ୍ରଣା ଦୂର ହେବା ସହିତ ହର୍ମନ ସନ୍ତୁଳନ ଏବଂ ମାସିକ ଋତୁ ଚକ୍ର ନିୟମିତ ହୁଏ ,

ମଧୁମେହ ନିୟନ୍ତ୍ରଣ ପାଇଁ ନାଭିରେ ତୁଳସୀ ତେଲ ପକାନ୍ତୁ,ରକ୍ତ ଶର୍କରା ନିୟନ୍ତ୍ରଣ ହେବ,

ପିଠି ଏବଂ ଆଣ୍ଠୁରେ ଯନ୍ତ୍ରଣା ଥିଲେ କିଛି ଦିନ ନାଭିରେ ତିଳ ତେଲ ପକାନ୍ତୁ ଶୀଘ୍ର ଯନ୍ତ୍ରଣାରୁ ଉପଶମ ମିଳିବା ସହ ହାଡ଼ ମଜବୁତ ହେବ,

ମୋତିଆ ବିନ୍ଦୁ ଥିଲେ ନାଭିରେ ଶୁଦ୍ଧ ଗାଈ ଘିଅ ଲଗାନ୍ତୁ ,ଚଷମା ଲଗାଇବାକୁ ପଡିବ ନାହିଁ,

ଗ୍ୟାସ ଏବଂ କୋଷ୍ଠକାଠିନ୍ୟ ସମସ୍ୟା ପାଇଁ ନାଭି ଚାରିପଟେ ଅଳ୍ପ ହେଙ୍ଗୁକୁ ପାଣିରେ ଗୋଳି ଲେପ ଦିଅନ୍ତୁ ,ଅନ୍ତନାଳୀ ସଫା ହେବା ସହ ପେଟ ହାଲ୍କା ହେବ,

ମୁଖର ସୌନ୍ଦର୍ଯ୍ୟ ବୃଦ୍ଧି ଏବଂ ମୁଣ୍ଡବିନ୍ଧା ପାଇଁ ପ୍ରତିଦିନ ରାତିରେ ଶୋଇବା ବେଳେ ନାଭିରେ ଦେଶୀ ଘିଅ ଲଗାଇ ଶୁଅନ୍ତୁ ମୁଣ୍ଡବିନ୍ଧା ଦୂର ହେବା ସହ ସୌନ୍ଦର୍ଯ୍ୟ ବୃଦ୍ଧି ହେବ I

Comments are closed.