ଶିଳ୍ପପତି ମହିମ। ମିଶ୍ର ଓ ପୁଅଙ୍କୁ ସିବିଆଇ ର ଜେର।

ପ।ର।ଦ୍ବୀପ ର ବିଶିଷ୍ଟ ଶିଳ୍ପପତି ମହିମ। ମିଶ୍ର ଓ ତ।ଙ୍କ ପୁଅ ଚନ୍ଦନ ମିଶ୍ରଙ୍କୁ ସିବିଆଇ ଜେର। କରିଛି ଔ ଗତକ।ଲି ପ।ର।ଦ୍ବୀପ ଗେଷ୍ଟ ହ।ଉସରେ ଉଭୟ ବ।ପ। ଓ ପୁଅ ଙ୍କୁ ୬ ଘଣ୍ଟ। ଧରି ଜେର। କର।ଯ।ଇଥିଲ। । ଅନ୍ୟପଟେ ପୁଅ ଚନ୍ଦନ ମିଶ୍ରଙ୍କୁ ମଧ୍ୟ ଭୁବନେଶ୍ୱର ସିବିଆଇ ଅଫିସ ରେ ୩ ଘଣ୍ଟ। ରୁ ଉର୍ଦ୍ଧ୍ଵ ଜେର। କର।ଯ।ଇଥିଲ। ଔ ୨୫ ଲକ୍ଷ ଟଙ୍କ। ଲ।ଞ୍ଚ କ।ରବ।ର ମ।ମଲ।ରେ ଉଭୟ ଙ୍କୁ ଜେର। କର।ଯ।ଇଥିବ। ଜଣ ଯ।ଇଛି ।
ସେହିପରି ଗତକ।ଲି ସକ।ଳୁ ସିବିଆଇ ଟିମ୍ ମହିମ।ଙ୍କ କଟକ ସ୍ଥିତ ଘର, ଅଫିସ୍ ଓ ପ।ର।ଦୀପ ଅଫିସ୍ରେ ରେଡ୍ କରିଥିଲ। । ଏହ।ସହ ପ।ର।ଦୀପ ପୋର୍ଟର ଚିଫ୍ ମେକ।ନିକ।ଲ ଇଞ୍ଜିନିୟର ସରୋଜ ଦ।ସ ଏବଂ କ୍ସଗକର ଠିକ। କର୍ମଚ।ରୀ ସୁମନ୍ତ ର।ଉତଙ୍କୁ ବି ପ।ର।ଦୀପରୁ ଉଠ।ଇ ନେଇ ସିବିଆଇ ପଚର।ଉଚର। କରିଥିଲ। । ସୂଚନ।ଯୋଗ୍ୟ ପ।ର।ଦୀପ ସିୱେଜ ସିପିଂ କମ୍ପ।ନୀ ଜିଏମ୍ ମହେନ୍ଦ୍ର ସ୍ୱ।ଇଁ ହତ୍ୟ। ମ।ମଲ।ରେ ମହିମ। ମିଶ୍ର ଓ ତ।ଙ୍କ ସହଯୋଗୀ ବସନ୍ତ ବଳ ଥ।ଇଲ।ଣ୍ଡ ପୋଲିସ ଦ୍ୱ।ର। ୨୦୦୧ ମସିହ। ଡିସେମ୍ବର ମ।ସରେ ଗିରଫ ହୋଇ ୨ ବର୍ଷ ପରେ ଜ।ମିନ ପ।ଇଥିଲେ ଔ କିନ୍ତୁ ବର୍ତ୍ତମ।ନ ସିବିଆଇ ଜେର। ସମ୍ପର୍କରେ ମହିମ। ମିଶ୍ର କହିଛନ୍ତି ତ।ଙ୍କୁ ଡକ।ଯ।ଇଛି ଜ।ଣିନ।ହ।ନ୍ତି । ଆଇନ ଉପରେ ତ।ଙ୍କର ଶତପ୍ରତିଶତ ଭରସ। ରହିଛି ।

Comments are closed.