ମୁମ୍ୱାଇ: ମାର୍ଚ୍ଚ ୦୫: ପୁଣି ବଡ ପରଦାରେ ଜଲବା ଦେଖାଇବେ ସଲମାନ ଓ କ୍ୟାଟ୍। ଦମଦାର ଆକ୍ସନ ଓ ଭରପୁର ରୋମାନ୍ସ ସହ ସାମ୍ନାକୁ ଆସୁଛି ଟାଇଗର-୩ । ଦୀର୍ଘ ୫ ବର୍ଷ ପରେ ପରଦାରେ ଧମାଲ କରିବାକୁ ଫୁଲ ଦମରେ ଆସୁଛି ଟାଇଗର-୩ ।ଫିଲ୍ମରେ ଲିଡରେ ଅଛନ୍ତି ସଲମାଲ ଖାନ, କ୍ୟାଟ୍ରିନା କୈଫ । ତେବେ ଚଳିତ ଥର ଏହି ଫିଲ୍ମରେ ଏଣ୍ଟ୍ରି କରିଛନ୍ତି କିସିଂ ବୟ ଇମ୍ରାନ ହାସମୀ । ବହୁଦିନ ପରେ ଇମ୍ରାନଙ୍କୁ ଏକ ଆକ୍ସନ ମୁଭିରେ ଦେଖିବାକୁ ମିଳିବ । ତେବେ ବର୍ତ୍ତମାନ ରିଲିଜ ହୋଇଛି ଏହାର ଟିଜର । ଇଦ୍ ପୂର୍ବରୁ ଏପ୍ରିଲ-୩ ରିଲିଜ ହେବ ଫିଲ୍ମ ।ଟିଜରରେ କ୍ୟାଟ୍ରିନା କୈଫ ଆକ୍ସନ ଲୁକରେ ନଜର ଆସୁଛନ୍ତି । ସେହିଭଲି ସଲ୍ଲì ମିଆଁ ପୂର୍ବଭଳି ଆଙ୍ଗ୍ରି ଓ ଆକ୍ସନ ଲୁକରେ ନଜର ଆସିଛନ୍ତି ।
Comments are closed.