ଭୁବନେଶ୍ୱର: ଫେବୃଆରୀ ୦୫ :୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨, ୬୦୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୩୪୯ ଜଣ ୧୮ ବର୍ଷ ବୟସରୁ କମ୍ ବର୍ଗର ରହିଛନ୍ତି । ଆଜିର ନୂଆ ସଂକ୍ରମଣଙ୍କ ମଧ୍ୟରୁ ୧,୫୨୧ ଜଣ କ୍ୱାରେଣ୍ଟିନରୁ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୧, ୦୮୨ ରହିଛି । ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରେ ୧୨ ଲକ୍ଷ ୬୪ ହଜାର ୭୦୫ ଜଣ କରୋନାରେ ସଂକ୍ରମିତ ହୋଇସାରିଲେଣି ।
ସେହିପରି ୨୪ ଘଣ୍ଟାରେ ୬ ହଜାର ୧୦୯ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଆଜିର ସୁସ୍ଥତାଙ୍କୁ ମିଶାଇ ଏବେ ରାଜ୍ୟରେ ମୋଟ ୧୨ ଲକ୍ଷ ୨୮ ହଜାର ୯୭୬ ଜଣ ସୁସ୍ଥ ହୋଇସାରିଲେଣି । ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୬ ହଜାର ୯୬୫ ରହିଛି ।
Covid-19 Report For 4th Feb
New Positive Cases: 2603
Of which 0-18 years: 349
In quarantine: 1521
Local contacts: 1082(Details of local contacts will be shared by concerned District)
1. Angul: 102
2. Balasore: 48
3. Bargarh: 51
4. Bhadrak: 37
5. Balangir: 60
6. Boudh: 37— I & PR Department, Odisha (@IPR_Odisha) February 5, 2022
23. Nawarangpur: 62
24. Nayagarh: 67
25. Nuapada: 87
26. Puri: 41
27. Rayagada: 61
28. Sambalpur: 88
29. Sonepur: 16
30. Sundargarh: 204
31. State Pool: 100New recoveries: 6109
Cumulative tested: 27936031
Positive: 1264705
Recovered: 1228976
Active cases: 26965— I & PR Department, Odisha (@IPR_Odisha) February 5, 2022
Comments are closed.