ଭୁବନେଶ୍ୱର: ଅକ୍ଟୋବର ୨୯ : ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୬୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୫୬ ଜଣ ୧୮ ବର୍ଷ ବୟସରୁ କମ୍ ବର୍ଗର ରହିଛନ୍ତି । ଆଜିର ସଂକ୍ରମଣଙ୍କ ମଧ୍ୟରୁ ୨୧୨ ଜଣ କ୍ୱାରେଣ୍ଟିନରୁ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୧୫୩ ରହିଛି । ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରେ ୧୦ ଲକ୍ଷ ୪୦ ହଜାର ୫୯୫ ଜଣ କରୋନାରେ ଆକ୍ରାନ୍ତ ହୋଇସାରିଲେଣି ।
ସେହିପରି ୨୪ ଘଣ୍ଟାରେ ୫୪୬ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଆଜିର ସୁସ୍ଥତାଙ୍କୁ ମିଶାଇ ଏବେ ରାଜ୍ୟରେ ମୋଟ ୧୦ ଲକ୍ଷ ୨୭ ହଜାର ୬୫୪ ଜଣ ସୁସ୍ଥ ହୋଇସାରିଲେଣି । ଏବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୪, ୨୦୧ ରହିଛି ।
Covid-19 Report For 28th October
New Positive Cases: 365
Of which 0-18 years: 56
In quarantine: 212
Local contacts: 153(Details of local contacts will be shared by concerned District)
1. Angul: 1
2. Balasore: 2
3. Bargarh: 1
4. Bhadrak: 7
5. Cuttack: 34
6. Deogarh: 6— I & PR Department, Odisha (@IPR_Odisha) October 29, 2021
24. Sundargarh: 8
25. State Pool: 37New recoveries: 546
Cumulative tested: 21855963
Positive: 1040595
Recovered: 1027654
Active cases: 4563— I & PR Department, Odisha (@IPR_Odisha) October 29, 2021
Comments are closed.