ଭୁବନେଶ୍ୱର: ନଭେମ୍ବର ୨୩ : ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୮, ୧୪୩ ସ୍ୱାବ ଟେଷ୍ଟ ମଧ୍ୟରୁ ୨୧୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୭୦ ଜଣ ୧୮ ବର୍ଷ ବୟସରୁ କମ୍ ବର୍ଗର ରହିଛନ୍ତି । ଆଜିର ସଂକ୍ରମଣଙ୍କ ମଧ୍ୟରୁ ୧୨୩ ଜଣ କ୍ୱାରେଣ୍ଟିନରୁ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୮୯ ରହିଛି । ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରେ ୧୦ ଲକ୍ଷ ୪୭ ହଜାର ୩୮୬ ଜଣ କରୋନାରେ ଆକ୍ରାନ୍ତ ହୋଇସାରିଲେଣି ।
ସେହିପରି ୨୪ ଘଣ୍ଟାରେ ୨୪୫ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଆଜିର ସୁସ୍ଥତାଙ୍କୁ ମିଶାଇ ଏବେ ରାଜ୍ୟରେ ମୋଟ ୧୦ ଲକ୍ଷ ୩୬ ହଜାର ୭୪୬ ଜଣ ସୁସ୍ଥ ହୋଇସାରିଲେଣି । ୨୪ ଘଣ୍ଟାରେ ରାଜ୍ୟରେ ୨ ଜଣଙ୍କର କରୋନାରେ ମୃତୁ୍ୟ ହୋଇଛି । ଆଜିର ମୃତକଙ୍କୁ ମିଶାଇ ଏବେ ରାଜ୍ୟରେ ୮, ୩୯୬ ଜଣଙ୍କର କରୋନାରେ ମୃତୁ୍ୟ ହୋଇସାରିଲାଣି । ଏବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨, ୧୯୧ ରହିଛି ।
Covid-19 Report For 22nd November
New Positive Cases: 212
Of which 0-18 years: 70
In quarantine: 123
Local contacts: 89(Details of local contacts will be shared by concerned District)
1. Balasore: 3
2. Bhadrak: 1
3. Boudh: 1
4. Cuttack: 2
5. Ganjam: 2
6. Jagatsinghpur: 3— I & PR Department, Odisha (@IPR_Odisha) November 23, 2021
7. Jajpur: 8
8. Jharsuguda: 2
9. Kendrapada: 1
10. Khurda: 90
11. Koraput: 2
12. Mayurbhanj: 13
13. Nayagarh: 1
14. Puri: 9
15. Sambalpur: 13
16. Sundargarh: 39
17. State Pool: 22— I & PR Department, Odisha (@IPR_Odisha) November 23, 2021
New recoveries: 245
Cumulative tested: 23334433
Positive: 1047386
Recovered: 1036746
Active cases: 2191— I & PR Department, Odisha (@IPR_Odisha) November 23, 2021
Comments are closed.