ଭୁବନେଶ୍ୱର: ଫେବୃଆରୀ ୦୪ :୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୦, ୭୬୨ ସ୍ୱାବ ଟେଷ୍ଟ ମଧ୍ୟରୁ ୨, ୬୯୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୪୩୫ ଜଣ ୧୮ ବର୍ଷ ବୟସରୁ କମ୍ ବର୍ଗର ରହିଛନ୍ତି । ଆଜିର ନୂଆ ସଂକ୍ରମଣଙ୍କ ମଧ୍ୟରୁ ୧,୫୬୮ ଜଣ କ୍ୱାରେଣ୍ଟିନରୁ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୧, ୧୨୯ ରହିଛି । ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରେ ୧୨ ଲକ୍ଷ ୬୨ ହଜାର ୧୦୨ ଜଣ କରୋନାରେ ସଂକ୍ରମିତ ହୋଇସାରିଲେଣି ।
ସେହିପରି ୨୪ ଘଣ୍ଟାରେ ୭ ହଜାର ୪୮୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଆଜିର ସୁସ୍ଥତାଙ୍କୁ ମିଶାଇ ଏବେ ରାଜ୍ୟରେ ମୋଟ ୧୨ ଲକ୍ଷ ୨୨ ହଜାର ୮୬୭ ଜଣ ସୁସ୍ଥ ହୋଇସାରିଲେଣି । ସେହିପରି ଦେଶରେ କରୋନରେ ୨୩ ଜଣଙ୍କର ମୃତୁ୍ୟ ହୋଇଛି । ଏହାକୁ ମିଶାଇ ଏବେ ରାଜ୍ୟରେ କରୋନାରେ ୮ ହଜାର ୬୮୯ ଜଣଙ୍କର ମୃତୁ୍ୟ ହୋଇସାରିଲାଣି । ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩୦ ହଜାର ୪୯୩ ରହିଛି ।
Covid-19 Report For 3rd Feb
New Positive Cases: 2697
Of which 0-18 years: 435
In quarantine: 1568
Local contacts: 1129(Details of local contacts will be shared by concerned District)
1. Angul: 55
2. Balasore: 73
3. Bargarh: 53
4. Bhadrak: 48
5. Balangir: 98
6. Boudh: 48— I & PR Department, Odisha (@IPR_Odisha) February 4, 2022
23. Nawarangpur: 75
24. Nayagarh: 96
25. Nuapada: 55
26. Puri: 63
27. Rayagada: 85
28. Sambalpur: 85
29. Sonepur: 29
30. Sundargarh: 291
31. State Pool: 108New recoveries: 7487
Cumulative tested: 27872986
Positive: 1262102
Recovered: 1222867
Active cases: 30493— I & PR Department, Odisha (@IPR_Odisha) February 4, 2022
Comments are closed.