ଭୁବନେଶ୍ୱର: ଫେବୃଆରୀ ୧୪ : ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୯, ୦୯୨ ସ୍ୱାବ ଟେଷ୍ଟ ମଧ୍ୟରୁ ୮୫୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୧୭୨ ଜଣ ୧୮ ବର୍ଷ ବୟସରୁ କମ୍ ବର୍ଗର ରହିଛନ୍ତି । ଆଜିର ନୂଆ ସଂକ୍ରମଣଙ୍କ ମଧ୍ୟରୁ ୫୦୩ ଜଣ କ୍ୱାରେଣ୍ଟିନରୁ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୩୫୬ ରହିଛି । ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରେ ୧୨ ଲକ୍ଷ ୭୮ ହଜାର ୧୨୧ ଜଣ କରୋନାରେ ସଂକ୍ରମିତ ହୋଇସାରିଲେଣି ।
ସେହିପରି ୨୪ ଘଣ୍ଟାରେ ୧ ହଜାର ୮୪୫ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଆଜିର ସୁସ୍ଥତାଙ୍କୁ ମିଶାଇ ଏବେ ରାଜ୍ୟରେ ମୋଟ ୧୨ ଲକ୍ଷ ୫୭ ହଜାର ୮୪୦ ଜଣ ସୁସ୍ଥ ହୋଇସାରିଲେଣି । ସେହିପରି ଦେଶରେ କରୋନରେ ୨୦ ଜଣଙ୍କର ମୃତୁ୍ୟ ହୋଇଛି । ଏହାକୁ ମିଶାଇ ଏବେ ରାଜ୍ୟରେ କରୋନାରେ ୮ ହଜାର ୯୦୪ ଜଣଙ୍କର ମୃତୁ୍ୟ ହୋଇସାରିଲାଣି । ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୧ ହଜାର ୩୨୪ ରହିଛି ।
Covid-19 Report For 13th Feb
New Positive Cases: 859
Of which 0-18 years: 172
In quarantine: 503
Local contacts: 356(Details of local contacts will be shared by concerned District)
1. Angul: 45
2. Balasore: 21
3. Bargarh: 21
4. Bhadrak: 12
5. Balangir: 9
6. Boudh: 20— I & PR Department, Odisha (@IPR_Odisha) February 14, 2022
23. Nawarangpur: 11
24. Nayagarh: 19
25. Nuapada: 13
26. Puri: 16
27. Rayagada: 29
28. Sambalpur: 35
29. Sonepur: 18
30. Sundargarh: 62
31. State Pool: 23New recoveries: 1845
Cumulative tested: 28478066
Positive: 1278121
Recovered: 1257840
Active cases: 11324— I & PR Department, Odisha (@IPR_Odisha) February 14, 2022
Comments are closed.