ଭୁବନେଶ୍ୱର: ଫେବୃଆରୀ ୧୭ : ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୧, ୪୯୨ ସ୍ୱାବ ଟେଷ୍ଟ ମଧ୍ୟରୁ ୮୮୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୧୬୯ ଜଣ ୧୮ ବର୍ଷ ବୟସରୁ କମ୍ ବର୍ଗର ରହିଛନ୍ତି । ଆଜିର ନୂଆ ସଂକ୍ରମଣଙ୍କ ମଧ୍ୟରୁ ୫୧୬ ଜଣ କ୍ୱାରେଣ୍ଟିନରୁ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୩୭୦ ରହିଛି । ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରେ ୧୨ ଲକ୍ଷ ୮୦ ହଜାର ୭୮୪ ଜଣ କରୋନାରେ ସଂକ୍ରମିତ ହୋଇସାରିଲେଣି ।
ସେହିପରି ୨୪ ଘଣ୍ଟାରେ ୧ ହଜାର ୬୩୯ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଆଜିର ସୁସ୍ଥତାଙ୍କୁ ମିଶାଇ ଏବେ ରାଜ୍ୟରେ ମୋଟ ୧୨ ଲକ୍ଷ ୬୩ ହଜାର ୧୦୬ ଜଣ ସୁସ୍ଥ ହୋଇସାରିଲେଣି । ସେହିପରି ଦେଶରେ କରୋନରେ ୧୬ ଜଣଙ୍କର ମୃତୁ୍ୟ ହୋଇଛି । ଏହାକୁ ମିଶାଇ ଏବେ ରାଜ୍ୟରେ କରୋନାରେ ୮ ହଜାର ୯୬୧ ଜଣଙ୍କର ମୃତୁ୍ୟ ହୋଇସାରିଲାଣି । ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୮ ହଜାର ୬୬୪ ରହିଛି ।
Covid-19 Report For 16th Feb
New Positive Cases: 886
Of which 0-18 years: 169
In quarantine: 516
Local contacts: 370(Details of local contacts will be shared by concerned District)
1. Angul: 14
2. Balasore: 36
3. Bargarh: 10
4. Bhadrak: 11
5. Balangir: 13
6. Boudh: 5— I & PR Department, Odisha (@IPR_Odisha) February 17, 2022
23. Nawarangpur: 13
24. Nayagarh: 20
25. Nuapada: 19
26. Puri: 8
27. Rayagada: 22
28. Sambalpur: 179
29. Sonepur: 25
30. Sundargarh: 79
31. State Pool: 19New recoveries: 1639
Cumulative tested: 28656761
Positive: 1280784
Recovered: 1263106
Active cases: 8664— I & PR Department, Odisha (@IPR_Odisha) February 17, 2022
Comments are closed.