ଜଳିଗଲା ଟୁରିଷ୍ଟ ବସ

0

ପୁରୀ : ଟୁରିଷ୍ଟ ବସରେ ଭୟଙ୍କର ନିଆଁ । ପୁରୀ ମାଳତିପାଟପୁର ବସଷ୍ଟାଣ୍ଡ ନିକଟରେ ବସ୍‌ରେ ଅଗ୍ନିକାଣ୍ଡ ଘଟି ସମ୍ପୂର୍ଣ୍ଣ ଜଳି ଯାଇଛି । ମାତ୍ର ଏହି ଅଘଟଣାରେ କୌଣସି କ୍ଷତି ଘଟିନାହିଁ । ସମସ୍ତ ପର୍ଯ୍ୟଟକ ସୁରକ୍ଷିତ ରହିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନାଁଆକୁ ଆୟତ କରିଛି । ମଙ୍ଗଳବାର ସକାଳୁ ମାଳିପାଟପୁର ବସଷ୍ଟାଣ୍ଡରେ ପଶ୍ଚିମବଙ୍ଗର ଟୁରିଷ୍ଟ ବସ୍‌ଟି ଆସି ରହିଥିଲା । ଯେତେବେଳେ ବସ୍‌ଟି ବାହାରକୁ ଆସିଲା ହଠାତ ଏଥିରେ ନିଆଁ ଲାଗିଯାଇଥିଲା I ତେବେ ବସ୍‌ରେ କିପରି ନିଆଁ ଲାଗିଲା ତାର କାରଣ ଜଣାପଡ଼ିନାହିଁ।

Leave A Reply

Your email address will not be published.