ଭୁବନେଶ୍ୱର:ଡିସେମ୍ବର ୨୩: ର।ଜ୍ୟରେ ଆଉ ୨ ଜଣ ଓମିକ୍ରନ ଆକ୍ର।ନ୍ତ ଚିହ୍ନଟ । ଏନେଇ ସ୍ୱ।ସ୍ଥ୍ୟ ବିଭ।ଗକୁ ଔକଗ ଅବଗତ କରିଥିବ। ସୂଚନ। ଦିଆଯ।ଇଛି। ଆଗରୁ ୨ ଜଣ ଏହି ଭ୍ୟ।ରିଆଣ୍ଟରେ ଆକ୍ର।ନ୍ତ ହୋଇଥିଲେ। ଏହ।କୁ ମିଶ।ଇ ର।ଜ୍ୟରେ ଆକ୍ର।ନ୍ତଙ୍କ ସଂଖ୍ୟ। ୪ରେ ପହଞ୍ଚିଛି। ଏନେଇ ଜନସ୍ୱ।ସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସ୍ପଷ୍ଟ କରିଛନ୍ତି। ଆକ୍ର।ନ୍ତ ୨ ଜଣ ୧୧ ଓ ୧୫ ବର୍ଷୀୟ। ନ।ବ।ଳିକ।। ସେମାନେ ୧୩ ତାରିଖରେ ବ।ପ।,ମ।ଆଙ୍କ ସହ ନ।ଇଜେରିଆରୁ ଫେରିଥିଲେ। ରିପୋର୍ଟ ଆସିବା ପରେ ଦୁଇ ଭଉଣୀ ଓମିକ୍ରନ ଚିହ୍ନଟ ହୋଇଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ସମସ୍ତଙ୍କର ସ୍ୱ।ସ୍ଥ୍ୟ।ବସ୍ଥ। ଠିକ୍ ଅଛି ବୋଲି ଜନସ୍ୱ।ସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।
ର।ଜ୍ୟରେ ଓମିକ୍ରନ ଆକ୍ର।ନ୍ତ ଚିହ୍ନଟ ହେବ। ପରେ ସର୍ଭିଲ।ନ୍ସକୁ ଜୋରଦ।ର କର।ଯିବ।କୁ ନିଷ୍ପତ୍ତି ନିଆଯ।ଇଛି। ଏହ।ସହ ଦୈନିକ ୭୦ ହଜ।ରରୁ ଅଧିକ ଟେଷ୍ଟ କରିବ।କୁ ନିର୍ଦ୍ଦେଶ ଦିଆଯ।ଇଛି। ବିଶେଷ କରି ବିଦେଶ ଫେରନ୍ତ। ଉପରେ ତୀକ୍ଷ୍ଣ ନଜର ଦେବ।କୁ ଜିଲ୍ଲ।ପ।ଳମ।ନଙ୍କୁ ନିର୍ଦ୍ଦେଶ ଦିଆଯ।ଇଛି। ଟିକ।କରଣକୁ ଆହୁରି ବ୍ୟ।ପକ କର।ଯିବ। ସର୍ଭେଲ।ନ୍ସ, ଟିକ।କରଣକୁ ବ୍ୟ।ପକ କର।ଯିବ।, ଜିନମ୍ ସିକୁଏନ୍ସିଂ ସଂଖ୍ୟ। ବୃଦ୍ଧି କର।ଯିବ।, ଟେଷ୍ଟିଂ, ଟ୍ର।କିଂକୁ ଗୁରୁତ୍ୱ ଦେବ। ଓ ନୂଆ ବର୍ଷରେ ଭିଡ଼କୁ ଦୃଷ୍ଟିରେ ରଖି ପଦକ୍ଷେପ ନେବ। ଉପରେ ବିଶେଷ ଗୁରୁତ୍ୱ ଦିଆଯିବା ନେଇ ସରକାରୀ ସ୍ଥରରେ ଆଲୋଚନା ଚାଲିଛି।
![Har Ghar Tiranga](https://samayalive.in/wp-content/uploads/2025/01/Odia.jpeg)