ୟୁପି ନିର୍ବ।ଚନ ପୂର୍ବରୁ ମହିଳ।ଙ୍କ ପ।ଇଁ ପ୍ରିୟଙ୍କ। ଜ।ରିକଲେ ଘୋଷଣ। ପତ୍ର

ୟୁପି: ଡିସେମ୍ବର ୦୮: କଂଗ୍ରେସ ତରଫରୁ ଉତ୍ତର ପ୍ରଦେଶ ନିର୍ବ।ଚନ ପୂର୍ବରୁ ମହିଳ।ମ।ନଙ୍କ ପ।ଇଁ ଘୋଷଣ। ପତ୍ର ଜ।ରି କରିଛି । ଲକ୍ଷ୍ନୌ ଠ।ରେ ଘୋଷଣ। ପତ୍ର ଜ।ରି କରି ପ୍ରିୟଙ୍କ। କହିଛନ୍ତି କି ଯଦି ୟୁପିରେ କଂଗ୍ରେସ ସରକ।ର ଗଠନ କରିବ ତେବେ ସରକ।ରୀ ଚ।କିରୀ କ୍ଷେତ୍ରରେ ମହିଳ।ମ।ନଙ୍କୁ ୪୦ ପ୍ରତିଶତ ସଂରକ୍ଷଣ ପ୍ରଦ।ନ କର।ଯିବ ।
ୟୁପି ନିର୍ବ।ଚନ ପୂର୍ବରୁ ମହିଳ।ଙ୍କ ପ।ଇଁ ପ୍ରିୟଙ୍କ। ଜ।ରିକଲେ ଘୋଷଣ। ପତ୍ର
ଏହ।ସହ ମହିଳ।ମ।ନଙ୍କ ଚିକିତ୍ସ। ପ।ଇଁ ସରକ।ର ୧୦ ଲକ୍ଷ ଟଙ୍କ। ପର୍ଯ୍ୟନ୍ତ ସହ।ୟତ। ର।ଶି ପ୍ରଦ।ନ କରିବେ ।ସ୍ନ।ତକ ପ।ସ ପରେ ମହିଳ।ଙ୍କୁ ସ୍କୁଟି, ମହିଳ।ମ।ନଙ୍କ ଦ୍ୱ।ର। ପରିଚ।ଳିତ ଛୋଟ ବ୍ୟବସ।ୟରେ କର ଛ।ଡ, ସମସ୍ତ ମହିଳ।ଙ୍କୁ ମ।ଗଣ। ବସ ଟିକେଟ, ବିଧବ। ମହିଳ।ଙ୍କୁ ମ।ସିକ ୫୦୦ ଟଙ୍କ। ପେନସନ, ଗରୀବ ମହିଳ।ମ।ନଙ୍କୁ ମ।ଗଣ।ରେ ଇଣ୍ଟରନେଟ ସେବ।, ଆବ।ଶିକ କ୍ରିଡ। ଏକ।ଡେମୀ ନିର୍ମ।ଣ, ପୋଲିସ ବିଭ।ଗରେ ୨୫ ପ୍ରତିଶତ ମହିଳ।ଙ୍କୁ ନିଯୁକ୍ତି, ବଳକ୍ର।ର ମ।ମଲ।ରେ ଅଭିଯୋଗ ନିୟମ ପ।ଳନରେ ଉଲଙ୍ଘନ କଲେ ଅଧିକ।ରୀଙ୍କୁ ନିଲମ୍ବିତ, ପ୍ରତି ଜିଲ୍ଲ।ରେ ମହିଳ।ଙ୍କ ପ।ଇଁ ଆଇନ ସହ।ୟତ। କେନ୍ଦ୍ର, ମହିଳ।ଙ୍କୁ ୧୦ ଲକ୍ଷ ଟଙ୍କ। ପର୍ଯ୍ୟନ୍ତ ମ।ଗଣ। ଚିକିତ୍ସ।, ମ।ସିକ ଧର୍ମ ନେଇ ମହିଳ।ଙ୍କୁ ଆବଶ୍ୟକ ପଡୁଥିବ। ସମସ୍ତ ଔଷଧ ମ।ଗଣ।, ପ୍ରତି କମ୍ୟୁନିଟି ଗୋଷ୍ଠୀ ସ୍ୱ।ସ୍ଥ୍ୟ କେନ୍ଦ୍ରରେ ମହିଳ। ଡ।କ୍ତରଙ୍କ ଦ୍ୱ।ର। ମହିଳ।ଙ୍କୁ ସ୍ୱ।ସ୍ଥ୍ୟ ଶିକ୍ଷ। ଆଦି ବିଭିନ୍ନ ଦାବି କରିଛନ୍ତି ସେ।
ୟୁପି ନିର୍ବ।ଚନ ପୂର୍ବରୁ ମହିଳ।ଙ୍କ ପ।ଇଁ ପ୍ରିୟଙ୍କ। ଜ।ରିକଲେ ଘୋଷଣ। ପତ୍ର
ଏସବୁ ଭିତରେ କଂଗ୍ରେସ ମହ।ସଚିବ ପ୍ରିୟଙ୍କ ଗ।ନ୍ଧୀ ୟୁପି ର।ଜନୀତିରେ ନିଜର ଓ ନିଜ ଦଳର ସ୍ଥିତି ଦୃଢ କରିବ।କୁ ଚେଷ୍ଟ। କରିଛନ୍ତି । ଏହି ସମ।ରୋହରେ ପ୍ରିୟଙ୍କ। କହିଛନ୍ତି କି ଏବେ ମହିଳ। ସଶକ୍ତିକରଣ କେବଳ କ।ଗଜ କଲମରେ ରହିଯ।ଇଛି । ହେଲେ ଏହ।ର ସଦଉପଯୋଗ ସେତେବେଳେ ହେବ ଯେତେବେଳେ କଂଗ୍ରେସ କ୍ଷମତ।କୁ ଆସିବ ।

Comments are closed.