ଭିଡିଓ କରୁଥିବା ବେଳେ ପଡିଲା ରୁଷ ର ମିସାଇଲ ଆଉ ତା’ପରେ …ଦେଖନ୍ତୁ

ୟୁକ୍ରେନ : ରୁଷ ୟୁକ୍ରେନ ଯୁଦ୍ଧକୁ ୮ ମାସ ପୂରିବାକୁ ବସିଲାଣି I ଅନେକ ମୃତାହତ ସତ୍ଵେ ଯୁଦ୍ଧ ଥମିନାହିଁ I ବର୍ତ୍ତମାନ ସୁଦ୍ଧା ୟୁକ୍ରେନବାସୀ ଭୟ ଏବଂ ବନ୍ଦୀ ଅବସ୍ଥାରେ ଜୀବନ ବିତାଉଛନ୍ତି I ତେବେ କ୍ରିମିଆ ରେ ବିସ୍ଫୋରଣ ପରେ ରୁଷ ରଷ୍ଟ୍ରପତି ପୁଟିନ ଯୁଦ୍ଧକୁ ଆହୁରି ତୀବ୍ର କରିଛନ୍ତି I

ଏହି ସମୟରେ ୟୁକ୍ରେନ ର କ୍ୱି ରାସ୍ତା ରେ ଦେଖାଦେଇଛି ଏକ ଲୋମ ଟାଙ୍କୁରା ଦୃଶ୍ୟ I ଜଣେ ଝିଅ ରାସ୍ତା କଡ଼ରେ ଠିଆ ହୋଇ ନିଜର ଏକ ଭିଡିଓ କରୁଥିବା ସମୟରେ ତାଙ୍କ ଠାରୁ ଅଳ୍ପ ଦୂରରେ ଆସି ପଡୁଛି ରୁଷ ର ଏକ ମିସାଇଲ ସେହି ଭୟଙ୍କର ଦୃଶ୍ୟକୁ ସେ ନିଜ ମୋବାଇଲ ଫୋନ ରେ ସୁଟିଂ କରିନେଇଛନ୍ତି I ଦେଖନ୍ତୁ ଏହି ଭିଡ଼ିଓଟିକୁ

( ସୌଜନ୍ୟ : ସୋସିଆଲ ମିଡ଼ିଆ )

Comments are closed.