ଧଳା କାନ୍ଥକୁ କରନ୍ତୁ ଆକର୍ଷଣୀୟ

ଘରେ କାନ୍ଥର ରଙ୍ଗ ଧଳା ରହିଲେ ଶାନ୍ତ ଏବଂ ସୁନ୍ଦର ଲାଗେ । ଏହା ଘରକୁ ନ୍ୟାଚୁରାଲ ଲାଇଟ୍‌ ପ୍ରଦାନ କରିବା ସହ ଅଧିକ କ୍ଲିନ୍‌ ବି ଲାଗିଥାଏ । ଯଦି ଧଳା କାନ୍ଥକୁ ଅଧିକ ଆକର୍ଷଣୀୟ କିମ୍ବା ଟ୍ରେଣ୍ଡି ଲୁକ୍‌ ଦେବାକୁ ଚାହୁଁଛନ୍ତି ତାହାଲେ କିଛି ଟି« ଆପଣାନ୍ତୁ ।

-ଧଳା କାନ୍ଥରେ ପରିବାର ଲୋକଙ୍କ ଫଟୋ ଲଗାନ୍ତୁ । ଉଜ୍ଜ୍ୱଳ ରଙ୍ଗର ଫଟୋ ଫ୍ରେମ୍‌ ଲଗାଇଲେ ଭଲ ଲାଗିବ ।
ଧଳା କାନ୍ଥକୁ କରନ୍ତୁ ଆକର୍ଷଣୀୟ
ଫେଷ୍ଟିଭାଲ୍‌ ସିଜିନ୍‌ରେ କାନ୍ଥରେ ଲାଇଟ୍‌ ଲଗାଇପାରିବେ ।

-କାନ୍ଥରେ କିଛି ରଙ୍ଗ ପକାଇ ନିଜ ଇଚ୍ଛା ମୁତାବକ ଚିତ୍ର ଆଙ୍କନ୍ତୁ ।
ଧଳା କାନ୍ଥକୁ କରନ୍ତୁ ଆକର୍ଷଣୀୟ
ନଚେତ୍‌ ବଜାରରେ ବିକ୍ରି ହେଉଥିବା ବିଭିନ୍ନ ପ୍ରକାର ଫଟୋ ଫ୍ରେମ୍‌ ଆଣି ଲଗାଇପାରିବେ ।

-ଡେକୋରେସନ ପାଇଁ କଲର ଏବଂ ଫ୍ୟାବ୍ରିକ୍‌କୁ ମିଶାଇବା ଗୁରୁତ୍ୱପୂର୍ଣ୍ଣ ।
ଧଳା କାନ୍ଥକୁ କରନ୍ତୁ ଆକର୍ଷଣୀୟ
ଧଳା କାନ୍ଥରେ ଡାର୍କ କଲର୍‌ର ଭେଲଭେଟ୍‌ କାର୍ପେଟ ଲଗାଇପାରିବେ ।

-ଧଳା କାନ୍ଥକୁ ହେଲିକେଟ୍‌ ଉଡେନ୍‌ ସେଲïରେ ସଜାନ୍ତୁ ।
ଧଳା କାନ୍ଥକୁ କରନ୍ତୁ ଆକର୍ଷଣୀୟ
କୁ୍ୟବି ସେଲï କିମ୍ବା ଓପନ୍‌ ସେଲï ଲଗାଇପାରିବେ ।

-ଧଳ କାନ୍ଥରେ ଆପଣ ଚାହିଁଲେ ରଙ୍ଗୀନ୍‌ ପ୍ଲାଷ୍ଟିକ୍‌ ଫୁଲ ଲଗାଇ ସଜାଇ ପାରିବେ ।
ଧଳା କାନ୍ଥକୁ କରନ୍ତୁ ଆକର୍ଷଣୀୟ
ଏହାଛଡ଼ା ମାର୍କେଟ୍‌ ଏବଂ ଅନ୍‌ଲାଇନ୍‌ରେ ବିଭିନ୍ନ ପ୍ରକାର ଫୁଲ ଷ୍ଟିକର୍‌ ଉପଲବ୍ଧ ହେଉଛି, ଏହାକୁ ମଧ୍ୟ ଲଗାଇପାରିବେ ।

Har Ghar Tiranga